ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ପ୍ରତିରକ୍ଷା ଏବଂ ପୋଲିସ ରେ

ବୃତ୍ତି

ସବ୍ ଇନ୍ସପେକ୍ଟର୍


ସବ୍ ଇନ୍ସପେକ୍ଟର୍

NCS CODE: 3355.0200 | GV005

ଜଣେ ପୋଲିସ୍ ସବ୍-ଇନ୍ସପେକ୍ଟର୍ ଥାନା ଦାୟିତ୍ୱରେ ଥିବା ଅଧିକାରୀ ଭାବରେ କାର୍ଯ୍ୟ କରନ୍ତି । ସେ ପୋଲିସ୍ ଷ୍ଟେସନ୍ ଏବଂ ଏହାର କର୍ମଚାରୀଙ୍କ ସୁପରିଚାଳନା କରନ୍ତି ।  

ଆବଶ୍ୟକ ଦକ୍ଷତା :
  • ନିଷ୍ପତ୍ତି ନେବା
  • ନେତୃତ୍ୱ 
  • ଦଳଗତ କାର୍ଯ୍ୟ 
  • ଯୋଗାଯୋଗ ଦକ୍ଷତା 
  • ଚାପ ପରିଚାଳନା
  • ଭାବପ୍ରବଣ ବୁଦ୍ଧିମତା
ସଫଳତାର କାହାଣୀ

ବିଜୟଲକ୍ଷ୍ମୀ ଦେବୀ

ବିଜୟଲକ୍ଷ୍ମୀ ଦେବୀ ଓଡ଼ିଶାର ପ୍ରଥମ ଓ ଭାରତର ତୃତୀୟ ମହିଳା ସବ୍ ଇନ୍ସପେକ୍ଟର୍ ଥିଲେ । ସେ ଢେଙ୍କାନାଳ ଜିଲ୍ଲାର ବାସିନ୍ଦା ଏବଂ ୧୯୬୨ ମସିହାରେ ରାଜ୍ୟ ପୋଲିସ୍ ବାହିନୀରେ ଯୋଗ ଦେଇଥିଲେ । ସେ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ